ଗୋଧ୍ରା ଟ୍ରେନ୍‌ ପୋଡ଼ି : ୧୭ବର୍ଷ ଜେଲରେ ଥିବା ଜଣେ ଦୋଷୀକୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଅହମ୍ମଦାବାଦ : ୨୦୦୨ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାରେ ଆଜି ସୁପ୍ରିମକୋର୍ଟ ଜଣେ ଦୋଷୀକୁ ଜାମିନ ପ୍ରଦାନ କରିଛନ୍ତି। ଏହି ଘଟଣାରେ ୫୯ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟିବା ସମୟରେ ଟ୍ରେନ ବଗିରୁ ଯାତ୍ରୀଙ୍କୁ ବାହାରକୁ ଆସିବାକୁ ଦେଇନଥିବା ଦୋଷୀ ଫାରୁକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେ ଗତ ୧୭ବର୍ଷ ଧରି ଜେଲରେ ଥିବା ବେଳେ ଗୁଜରାଟ ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ ସୁପ୍ରିମକୋର୍ଟ ଆଜି ଫାରୁକକୁ ଜାମିନ ପ୍ରଦାନ … Continue reading ଗୋଧ୍ରା ଟ୍ରେନ୍‌ ପୋଡ଼ି : ୧୭ବର୍ଷ ଜେଲରେ ଥିବା ଜଣେ ଦୋଷୀକୁ ଜାମିନ ଦେଲେ ସୁପ୍ରିମକୋର୍ଟ